ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ମହାନ କବି ଅରୁଣାଚଳ କବିରାୟାରଙ୍କ ରାମ ନାଟକମ୍ ଗୀତକୁ ପୋଷ୍ଟ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
14 JAN 2024 11:03AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଣ୍ଠ ଶିଳ୍ପୀ ଅଶ୍ୱଥ ନାରାୟଣନ୍ଙ୍କ ଦ୍ୱାରା ପରିବେଷିତ ମହାନ କବି ଅରୁଣାଚଳ କବିରାୟାରଙ୍କ ରାମ ନାଟକମ୍ର ଗୀତକୁ ପୋଷ୍ଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
"ମହାନ କବି ଅରୁଣାଚଳ କବିରାୟାରଙ୍କ ରାମ ନାଟକମ୍ର ଏକ ଗୀତର ଏକ ଚମତ୍କାର ଉପସ୍ଥାପନା ଏଠାରେ ପୋଷ୍ଟ କରୁଛି । "
***
SSP
(ରିଲିଜ ଆଡି: 1996048)
ପରିଦର୍ଶକ କାଉଣ୍ଟର : 108
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam