ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ, ଅର୍ଥନୈତିକ ଅଭିବୃଦ୍ଧି, ସଂସ୍କାର ଏବଂ ଭାରତର ବିକାଶ ଯାତ୍ରାକୁ ସୁଦୃଢ଼ କରିବା ପାଇଁ ଏକ ମହାନ ମଞ୍ଚ : ପ୍ରଧାନମନ୍ତ୍ରୀ

प्रविष्टि तिथि: 10 JAN 2024 6:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିର ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର ଝଲକ ପୋଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଆଜିର ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀର କିଛି ଝଲକ - ଅର୍ଥନୈତିକ ଅଭିବୃଦ୍ଧି, ସଂସ୍କାର ଏବଂ ଆମର ବିକାଶ ଯାତ୍ରାକୁ ସୁଦୃଢ଼ କରିବା ପାଇଁ ଏକ ମହାନ ମଞ୍ଚ ।

***


SSP


(रिलीज़ आईडी: 1995147) आगंतुक पटल : 108
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam