ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଓସମାନ ମୀର ଗାଇଥିବା ଭକ୍ତି ଭଜନ "ଶ୍ରୀ ରାମଜୀ ପଧାରେ" କୁ ସେୟାର କରିଛନ୍ତି

प्रविष्टि तिथि: 10 JAN 2024 9:47AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓସମାନ ମୀର ଗାଇଥିବା, ଓମ୍ ଦାବେ ଏବଂ ଗୌରାଙ୍ଗ ପାଳଙ୍କ ଦ୍ୱାରା ରଚିତ ସଙ୍ଗୀତ ଭକ୍ତି ଭଜନ "ଶ୍ରୀ ରାମଜୀ ପଧାରେ" କୁ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଅଯୋଧ୍ୟାରେ ଶ୍ରୀ ରାମଜୀଙ୍କ ଆଗମନକୁ ନେଇ ଖୁସି ଓ ଆନନ୍ଦର ଲହରୀ  ଖେଳିଯାଇଛି ।  ଆପଣମାନେ ଉସମାନ ମୀରଜୀଙ୍କ ଏହି ମଧୁର ରାମ ଭଜନ ଶୁଣି ଏହାର ଦିବ୍ୟ ଅନୁଭୂତି ପାଇବେ ।

#ଶ୍ରୀରାମଭଜନ

***

SSP


(रिलीज़ आईडी: 1994777) आगंतुक पटल : 107
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Malayalam