ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅହମ୍ମଦାବାଦ ପୁଷ୍ପ ପ୍ରଦର୍ଶନୀ ମନମୁଗ୍ଧକର: ପ୍ରଧାନମନ୍ତ୍ରୀ

प्रविष्टि तिथि: 06 JAN 2024 10:14PM by PIB Bhubaneshwar

ଅହମ୍ମଦାବାଦର ଆକର୍ଷଣୀୟ ପୁଷ୍ପ ପ୍ରଦର୍ଶନୀ ମଧ୍ୟ ନୂଆ ଭାରତରବିକାଶ ଯାତ୍ରାର ଚମତ୍କାର ଝଲକ ଦେଖାଏ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଅହମ୍ମଦାବାଦର ଏହି ପୁଷ୍ପ ପ୍ରଦର୍ଶନୀ ପ୍ରତ୍ୟେକଙ୍କ ମନ ମୋହିବାଭଳି । ଏଠାରେ ନୂଆ ଭାରତର ବିକାଶ ଯାତ୍ରାର ଝଲକ ମଧ୍ୟ ବେଶ୍ଆକର୍ଷିତ କରିବାକୁ ଯାଉଛି ।’

SR 


(रिलीज़ आईडी: 1993981) आगंतुक पटल : 120
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Manipuri , Bengali , Assamese , Punjabi , Gujarati , Tamil , Kannada , Malayalam