ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉଜ୍ଜ୍ୱଳା ଯୋଜନାର ଦଶ କୋଟି ତମ ହିତାଧିକାରୀଙ୍କ ଘରକୁ ଗଲେ ପ୍ରଧାନମନ୍ତ୍ରୀ

Posted On: 30 DEC 2023 6:32PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ଥିବା ମୀରା ମାଝୀଙ୍କ ବାସଭବନ ପରିଦର୍ଶନ କରିଛନ୍ତି । ସେ ଏହି ଯୋଜନାର ଦଶ କୋଟି ତମ ହିତାଧିକାରୀ । 

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି –

 

‘‘ଭଗବାନ ଶ୍ରୀରାମଙ୍କ ସହରରେ ଥିବା ଭଉଣୀ ମୀରା ମାଝୀଙ୍କ ଘରକୁ ଯିବାର ଅନୁଭୂତି ଅବିସ୍ମରଣୀୟ ହୋଇ ପଡ଼ିଛି।’’

 

HS



(Release ID: 1991830) Visitor Counter : 72