ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ କ୍ରିସ୍‌ମାସ୍ ଶୁଭେଚ୍ଛା

Posted On: 25 DEC 2023 9:56AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖ୍ରୀଷ୍ଟମାସ ଅବସରରେ ସଭିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ସଭିଁଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା! ଏହି ଉତ୍ସବର ଋତୁ ସମସ୍ତଙ୍କ ପାଇଁ ଆନନ୍ଦ, ଶାନ୍ତି ଏବଂ ସମୃଦ୍ଧି ଆଣୁ । ଆସନ୍ତୁ ଖ୍ରୀଷ୍ଟମାସର ପ୍ରତୀକ ସଦ୍‌ଭାବ ଏବଂ କରୁଣାର ଭାବନାର ଉତ୍ସବ ପାଳିବା ଏବଂ ଏପରି ଏକ ଦୁନିଆ ପାଇଁ କାମ କରିବା ଯେଉଁଠି ସମସ୍ତେ ଖୁସି ଓ ସୁସ୍ଥ ରହିବେ । ଆମେ ପ୍ରଭୁ ଖ୍ରୀଷ୍ଟଙ୍କ ମହାନ ଶିକ୍ଷାକୁ ସ୍ମରଣ କରିବା ।’

 

  SR



(Release ID: 1990430) Visitor Counter : 54