ପୋଷ୍ଟ କରାଯିବା ଦିନାଙ୍କ:
23 DEC 2023 8:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୀତା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପବିତ୍ର ଶାସ୍ତ୍ରର ପ୍ରଶଂସା କରି ସେ କହିଛନ୍ତି ଯେ ଗୀତାର ଶ୍ଲୋକରେ ମାନବିକତାର ସାର ରହିଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
ଗୀତାର ଶ୍ଲୋକରେ ମାନବିକତାର ପ୍ରତ୍ୟେକ ମୂଳ ରହିଛି, ଯାହା ସର୍ବଦା କାର୍ଯ୍ୟପଥରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ । ଗୀତା ଜୟନ୍ତୀ ଅବସରରେ ମୋର ପରିବାରର ସମସ୍ତ ସଦସ୍ୟଙ୍କୁ ମୋର ଶୁଭେଚ୍ଛା । ଜୟ ଶ୍ରୀକୃଷ୍ଣ!"
***
SSP