ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କରୋନା ସଂକ୍ରମିତ ଜର୍ମାନୀ ଚାନ୍ସସେଲର ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍‌ଜଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 DEC 2023 10:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଚାନ୍ସସେଲର ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍‌ଜଙ୍କ କୋଭିଡ୍‌-୧୯ରୁ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ମୋର ବନ୍ଧୁ  ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍‌ଜ କୋଭିଡ୍‌-୧୯ରୁ ଦ୍ରୁତ ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରୁଛି । ମୁଁ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ।’

 

  SR


(रिलीज़ आईडी: 1988075) आगंतुक पटल : 106
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam