ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୈନିକ ଜାଗରଣକୁ ଦେଇଥିବା ସାକ୍ଷାତକାର ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 17 DEC 2023 1:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୈନିକ ଜାଗରଣ ଖବରକାଗଜକୁ ଦେଇଥିବା ସାକ୍ଷାତକାରର ଲିଙ୍କ୍ ସେୟାର କରିଛନ୍ତି ।

 

ସାକ୍ଷାତକାରର ଲିଙ୍କ୍ ସେୟାର କରି ପ୍ରଧାନମନ୍ତ୍ରୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି:

 

‘ଜନତା-ଜନାର୍ଦ୍ଦନଙ୍କ ସହ ନିଜ ଗଭୀର ସମ୍ପର୍କକୁ ଜନ କଲ୍ୟାଣ କାର୍ଯ୍ୟ ଏବଂ ଉତ୍ତମ ଶାସନ ମାଧ୍ୟମରେ ଦୃଢ଼ କରିଥାଉ । ଏକ ବିକଶିତ ଭାରତର ସଂକଳ୍ପକୁ ଆଗକୁ ନେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଦୈନିକ ଜାଗରଣରେ ମୋର ସାକ୍ଷାତକାର ପଢ଼ନ୍ତୁ..’

 

  SR


(रिलीज़ आईडी: 1987671) आगंतुक पटल : 92
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Malayalam