ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 10 DEC 2023 9:36AM by PIB Bhubaneshwar

ନୂଆ ଗୀତ ‘କାଶୀ ସ୍ତୁତି’ ପାଇଁ ଗାୟକ କୈଳାସ ଖେର୍‌ଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

 

ଅମର ତଥା ଅକ୍ଷୟ କାଶୀର ମହିମାକୁ ପ୍ରଣାମ କରିଛନ୍ତି ଏବଂ କହିଛନ୍ତି, ଭକ୍ତି ଭାବରେ ଭରା ଏହି ଗୀତର ପ୍ରସ୍ତୁତି ବେଶ ମନମୋହକ ।

 

କୈଳାସ ଖେରଙ୍କ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଅମର-ଅବିନାଶୀ’ କାଶୀର ଗୌରବକୁ ବାରମ୍ବାର ନମନ! ଭକ୍ତିରେ ଭରା ଆପଣଙ୍କ ଏହି ପ୍ରସ୍ତୁତି ମନ ମୋହିଲା ଭଳି ।

 

ଜୟ ବାବା ବିଶ୍ୱନାଥ’ ।

 

  SR



(Release ID: 1984699) Visitor Counter : 70