ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଲାଲଦୁହୋମା ଏବଂ ତାଙ୍କ ଦଳ ଜୋରାମ ପିପୁଲ୍ସ ମୁଭମେଣ୍ଟକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
04 DEC 2023 8:10PM by PIB Bhubaneswar
ମିଜୋରାମ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଲାଲଦୁହୋମା ଏବଂ ତାଙ୍କ ଦଳ ଜୋରାମ ପିପୁଲ୍ସ ମୁଭମେଣ୍ଟକୁ ଅଭିନନ୍ଦନ ଜଣାଇଛନ୍ତି । ମିଜୋରାମର ବିକାଶକୁ ଆଗକୁ ନେବାରେ ସମସ୍ତ ସମ୍ଭାବ୍ୟ ସହଯୋଗ ଲାଗି ଶ୍ରୀ ମୋଦୀ ଆଶ୍ୱାସନା ଦେଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ମିଜୋରାମ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଜୋରାମ ପିପୁଲ୍ସ ମୁଭମେଣ୍ଟ ଏବଂ ଶ୍ରୀ ଲାଲଦୁହୋମାଙ୍କୁ ଅଭିନନ୍ଦନ । ମିଜୋରାମର ବିକାଶକୁ ଆଗକୁ ନେବାରେ ସମସ୍ତ ସମ୍ଭାବ୍ୟ ସହଯୋଗର ଆଶ୍ୱାସନା ଦେଉଛି ।’
SR
(ରିଲିଜ ଆଡି: 1982594)
ପରିଦର୍ଶକ କାଉଣ୍ଟର : 119
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Malayalam