ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
04 DEC 2023 8:28PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନ ଉତ୍ସବର ଝଲକ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ସିନ୍ଧୁଦୁର୍ଗରେ ନୌସେନା ଦିବସ ପାଳନର ଆକର୍ଷଣୀୟ କାର୍ଯ୍ୟକ୍ରମର ଝଲକ । ଏହା ଅତ୍ୟନ୍ତ ଚମତ୍କାର କଥା ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଜଡ଼ିତ ଏହି ସ୍ଥାନରେ ଆମେ ଏହି ବିଶେଷ ଦିବସ ପାଳନ କରିବାରେ ସକ୍ଷମ ହୋଇଛୁ ।’
SR
(Release ID: 1982589)
Visitor Counter : 88
Read this release in:
Manipuri
,
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam