ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତୀୟ ବାୟୁସେନାର ମଲ୍ଟିରୋଲ ଯୁଦ୍ଧବିମାନ ତେଜସରେ ଉଡ଼ାଣ ଭରିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
25 NOV 2023 1:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନାରମଲ୍ଟିରୋଲ ଯୁଦ୍ଧବିମାନ ତେଜସରେ ସଫଳତାର ସହ ଉଡ଼ାଣଭରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ନିଜ ଅନୁଭୂତି ବାଣ୍ଟିଛନ୍ତି:
‘ସଫଳତାର ସହ ତେଜସ୍ରେ ଉଡ଼ାଣ ଭରିଛି । ଏହି ଅନୁଭବଅବିଶ୍ୱସନୀୟ, ଯାହା କି ଆମ ଦେଶର ସ୍ୱଦେଶୀ ଦକ୍ଷତା ଉପରେମୋର ଆତ୍ମବିଶ୍ୱାସକୁ ଅଧିକ ମଜଭୁତ କରିଛି ଏବଂ ଆମ ରାଷ୍ଟ୍ରୀୟସାମର୍ଥ୍ୟ ବାବଦରେ ମୋ ଭିତରେ ନୂଆ ଗର୍ବ ଏବଂ ଆଶାର ଭାବନାସୃଷ୍ଟି କରିଛି ।’
‘ଆଜି ତେଜସ୍ରେ ଉଡ଼ି ଅତି ଗର୍ବର ସହ କହିପାରିବି ଯେ, ଆମକଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁ ଆମେ ଆତ୍ମନିର୍ଭରଶୀଳତାକ୍ଷେତ୍ରରେ ଦୁନିଆରେ କାହାଠାରୁ କମ୍ ନୁହେଁ । ଭାରତୀୟବାୟୁସେନା, ଡିଆର୍ଡିଓ ଏବଂ ହାଲ୍ ସହ ସମସ୍ତ ଭାରତୀୟଙ୍କୁହାର୍ଦ୍ଦିକ ଅଭିନନ୍ଦନ ।’
SR
(ରିଲିଜ ଆଡି: 1979788)
ପରିଦର୍ଶକ କାଉଣ୍ଟର : 134
ଏହି ରିଲିଜ ପଢନ୍ତୁ :
Gujarati
,
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Tamil
,
Telugu
,
Kannada
,
Malayalam