ପୋଷ୍ଟ କରାଯିବା ଦିନାଙ୍କ:
20 NOV 2023 5:02PM by PIB Bhubaneswar
ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଲୁକ୍ ଫ୍ରିଡେନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଲକ୍ସମବର୍ଗର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଲୁକ୍ ଫ୍ରିଡେନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-ଲକ୍ସମବର୍ଗ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଆପଣଙ୍କ ସହ ମିଳିତ ଭାବେ କାମ କରିବାକୁ ଇଚ୍ଛୁକ, ଯାହା କି ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଆଇନର ଶାସନ ଉପରେ ଆମ ସହଭାଗୀ ବିଶ୍ୱାସର ମୂଳଦୁଆ ।’
SR