ପୋଷ୍ଟ କରାଯିବା ଦିନାଙ୍କ:
19 NOV 2023 11:11AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୟ ନାରୀ ଶକ୍ତିର ସାହସିକତାର ପ୍ରତୀକ ରାଣୀ ଲକ୍ଷ୍ମୀବାଈଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଭାରତୀୟ ନାରୀଶକ୍ତିର ପରାକ୍ରମର ପ୍ରତୀକ ରାଣୀ ଲକ୍ଷ୍ମୀବାଈଙ୍କୁ କୋଟି କୋଟି ପ୍ରଣାମ । ବିଦେଶୀ ଶାସନର ଅତ୍ୟାଚାର ବିରୋଧରେ ତାଙ୍କ ସାହସ, ସଂଗ୍ରାମ ଏବଂ ବଳିଦାନ କାହାଣୀ ଦେଶର ପ୍ରତି ପିଢ଼ିକୁ ପ୍ରେରଣା ଯୋଗାଇବ ।’
SR