ପୋଷ୍ଟ କରାଯିବା ଦିନାଙ୍କ:
06 NOV 2023 8:23PM by PIB Bhubaneswar
ଫିଡେ ଗ୍ରାଣ୍ଡ୍ ସ୍ୱିସ୍ ଓପନରେ ଉଲ୍ଲେଖନୀୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଦିତ ଗୁଜରାଟୀ ଏବଂ ବୈଶାଳୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଫିଡେ ଗ୍ରାଣ୍ଡ୍ ସ୍ୱିସ୍ ଓପନରେ ଭାରତ ଶୀର୍ଷ ସ୍ଥାନ ଅଧିକାର କରିବା ଏକ ଗର୍ବର ମୁହୂର୍ତ୍ତ । ଉଲ୍ଲେଖନୀୟ ବିଜୟ ପାଇଁ ଏବଂ ଟରଣ୍ଟୋରେ ହେବା ସମ୍ମାନଜନକ ପ୍ରାର୍ଥୀ ୨୦୨୪ରେ ସ୍ଥାନ ସୁନିଶ୍ଚିତ କରିବା ପାଇଁ ବିଦିତ ଗୁଜରାଟୀ ଏବଂ ବୈଶାଳୀଙ୍କୁ ଅଭିନନ୍ଦନ । ଚେସରେ ଭାରତର କୌଶଳର ଏହା ଆଉ ଏକ ଉଦାହରଣ । ବାସ୍ତବରେ ଭାରତ ଏଥିପାଇଁ ଆନନ୍ଦିତ ।’
SR