ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାରା ଦେଶରେ ଭୋକାଲ୍ ଫର୍ ଲୋକାଲ ଆନ୍ଦୋଳନ ଜୋର ଧରିଛି: ପ୍ରଧାନମନ୍ତ୍ରୀ


ନମୋ ଆପରେ ସ୍ୱଦେଶୀ ଉତ୍ପାଦ ସହ ସେଲଫି ସେୟାର କରିବାକୁ ନାଗରିକଙ୍କୁ ଅନୁରୋଧ

प्रविष्टि तिथि: 06 NOV 2023 6:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଥାନୀୟ ଉତ୍ପାଦଗୁଡ଼ିକର ପ୍ରଚାର ପ୍ରସାର ଉପରେ ଏକ ପ୍ରେରଣାଦାୟୀ ଭିଡିଓ ସେୟାର କରି କହିଛନ୍ତି ଯେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ସମଗ୍ର ଦେଶରେ ଦ୍ରୁତ ଗତିରେ ଚାଲିଛି । ନମୋ ଆପରେ ସ୍ୱଦେଶୀ ଉତ୍ପାଦ ସହ ସେଲ୍ଫି ସେୟାର କରିବା ଏବଂ ୟୁପିଆଇ ମାଧ୍ୟମରେ ଦେୟ ପଇଠ କରିବାକୁ ଶ୍ରୀ ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘‘ସାରା ଦେଶରେ ଭୋକାଲ୍ ଫର୍ ଲୋକାଲ ଆନ୍ଦୋଳନ ଜୋର ଧରିଛି ।’’

HS


(रिलीज़ आईडी: 1975206) आगंतुक पटल : 171
इस विज्ञप्ति को इन भाषाओं में पढ़ें: Manipuri , Punjabi , Kannada , Malayalam , English , Urdu , हिन्दी , Marathi , Assamese , Bengali , Gujarati , Tamil , Telugu