ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସିଆନ୍ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଥିବା ଚିରାଗ ବରେଥା ଓ ରାଜକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 OCT 2023 7:38PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଏସୟୁ୫ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ଚିରାଗ ବରେଥା ଏବଂ ରାଜକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ସେମାନଙ୍କ ଦଳଗତ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ସେ ଲେଖିଛନ୍ତି, ବ୍ୟାଡମିଣ୍ଟନ-ପୁରୁଷ ଡବଲ୍ସ ଏସ୍ୟୁ୫ ଇଭେଣ୍ଟରେ ଅବିଶ୍ୱସନୀୟ ରୌପ୍ୟ ବିଜୟ ପାଇଁ @ChiragBaretha ଏବଂ @Rajkuma29040719 ଅଭିନନ୍ଦନ। ଆଗକୁ ସେମାନଙ୍କ ପ୍ରୟାସ ପାଇଁ ଶୁଭେଚ୍ଛା।

 

BS


(ରିଲିଜ ଆଡି: 1973032) ପରିଦର୍ଶକ କାଉଣ୍ଟର : 117