ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସରେ ଚେସ୍ ରେ ବ୍ରୋଞ୍ଜ ପଦକ ଜିତିଥିବା କିଶନ ଗଙ୍ଗୋଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
28 OCT 2023 8:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ ବି୨ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା କିଶନ ଗଙ୍ଗୋଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ ବି-୨ ବର୍ଗ (ବ୍ୟକ୍ତିଗତ)ରେ ବ୍ରୋଞ୍ଜ ପଦକ ଜିତିଥିବା କିଶନ ଗଙ୍ଗୋଲିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ତାଙ୍କର ଉଲ୍ଲେଖନୀୟ ମନୋବଳ ଏବଂ ଅତୁଟ ସଂକଳ୍ପ ଭାରତକୁ ଗର୍ବିତ କରିଛି।
BS
(रिलीज़ आईडी: 1972985)
आगंतुक पटल : 133
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam