ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସରେ ଚେସ୍ ରେ ବ୍ରୋଞ୍ଜ ପଦକ ଜିତିଥିବା ଅଶ୍ୱିନ ମକୱାନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 OCT 2023 8:38PM by PIB Bhubaneswar
: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଚେସ୍ ବି୧ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ଅଶ୍ୱିନ ମକୱାନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ପୁରୁଷ ଚେସ୍ ବି-୧ ବର୍ଗ (ବ୍ୟକ୍ତିଗତ)ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଶ୍ୱିନ ମକୱାନାଙ୍କୁ ଅଭିନନ୍ଦନ।
ତାଙ୍କ ପ୍ରତିଭା ଭାରତର ପାରା କ୍ରୀଡ଼ା ଗୌରବରେ ଆଉ ଏକ ପଦକ ଯୋଡ଼ିଛି। ସେ ଚମତ୍କାର କାର୍ଯ୍ୟ ଜାରି ରଖନ୍ତୁ ଏବଂ ତାଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛୁ।
BS
(ରିଲିଜ ଆଡି: 1972889)
ପରିଦର୍ଶକ କାଉଣ୍ଟର : 92
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam