ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସନ୍ଥ ମୀରାବାଇଙ୍କ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 OCT 2023 6:32PM by PIB Bhubaneswar
ସନ୍ଥ ମୀରାବାଇଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ବୋଲି ଅଭିହିତ କରି କହିଥିଲେ ଯେ ତାଙ୍କ ଶବ୍ଦ ସଭିଙ୍କ ପାଇଁ ଦିଗଦର୍ଶନ ପ୍ରଦାନ କରେ ଏବଂ ତାଙ୍କ ଜୀବନ ସମାଜ ପାଇଁ ପ୍ରେରଣା।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି
ଭଗବାନ ଶ୍ରୀକୃଷ୍ଣଙ୍କ ଅନନ୍ୟ ଭକ୍ତ ମୀରାବାଇଙ୍କ ଜୀବନ ଆମର ସମାଜ ପାଇଁ ପ୍ରେରଣା ଅଟେ। ତାଙ୍କର ଭଜନ ଓ ଦୋହା ଆଜି ମଧ୍ୟରେ ଘରେ ଘରେ ଶ୍ରଦ୍ଧା ଓ ଭକ୍ତିରେ ସୁଶୋଭିତ କରିଥାଏ। ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ଥିବା ମୋର ପରିବାରଙ୍କୁ ଅନେକ ଅନେକ ଶୁଭକାମନା।
BS
(ରିଲିଜ ଆଡି: 1972885)
ପରିଦର୍ଶକ କାଉଣ୍ଟର : 135
ଏହି ରିଲିଜ ପଢନ୍ତୁ :
Kannada
,
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam