ପୋଷ୍ଟ କରାଯିବା ଦିନାଙ୍କ:
28 OCT 2023 11:44AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା କ୍ରୀଡ଼ାରେ ପୁରୁଷ ଚେସ୍ ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦର୍ପଣ ଇନାନୀ, ସୌନ୍ଦର୍ଯ୍ୟ ପ୍ରଧାନ ଏବଂ ଅଶ୍ୱିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସେମାନଙ୍କ ଦକ୍ଷତା ଏବଂ ସମର୍ପଣ ପାଇଁ ସେ ଗର୍ବିତ ଏବଂ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ପୁରୁଷ ଚେସ୍ ବି-୧ ବର୍ଗ (ଦଳ)ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦର୍ପଣ ଇନାନୀ, ସୌନ୍ଦର୍ଯ୍ୟ ପ୍ରଧାନ ଓ ଅଶ୍ୱିନଙ୍କୁ ଅଭିନନ୍ଦନ।
ସେମାନଙ୍କ ଦକ୍ଷତା ଏବଂ ସମର୍ପଣ ପାଇଁ ଗର୍ବିତ । ଆଗକୁ ସମସ୍ତ ପ୍ରୟାସ ପାଇଁ ଶୁଭେଚ୍ଛା।
BS