ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆନ୍ ପାରା ଗେମ୍ସରେ ପୁରୁଷ ଏକକ ଏସଏଚ୍ ୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା କ୍ରିଷ୍ଣା ନାଗରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
27 OCT 2023 5:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଏକକ ଏସଏଚ ୬ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା କ୍ରିଷ୍ଣା ନାଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ନାଗରଙ୍କ ଦୃଢ଼ତାକୁ ମଧ୍ୟ ସେ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :
ଏସିଆନ୍ ପାରା ଗେମ୍ସରେ ପୁରୁଷ ସିଙ୍ଗଲ୍ସ ଏସ୍ଏଚ୍-୬ ରେ ରୌପ୍ୟ ପଦକ ଜିତିଥିବାରୁ କ୍ରିଷ୍ଣା ନାଗରଙ୍କୁ ଅଭିନନ୍ଦନ।
ତାଙ୍କ ପ୍ରତିଭା ଓ ଦୃଢ଼ତା ସମର୍ଗ ଦେଶକୁ ଗର୍ବିତ କରିଛି।
BS
(ରିଲିଜ ଆଡି: 1972344)
ପରିଦର୍ଶକ କାଉଣ୍ଟର : 111
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam