ପୋଷ୍ଟ କରାଯିବା ଦିନାଙ୍କ:
23 OCT 2023 6:49PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ହାଇ ଜମ୍ପ ଟି-୬୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରବୀଣ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:
ଏସିଆନ୍ ପାରା ଗେମ୍ସର ପୁରୁଷ ହାଇ ଜମ୍ପ୍ ଟି-୬୪ ଇଭେଣ୍ଟରେ ପ୍ରବୀଣ କୁମାରଙ୍କ ଚମତ୍କାର ପ୍ରଦର୍ଶନ। ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଆନନ୍ଦିତ । ତାଙ୍କର ଏହି ସଫଳତା ତାଙ୍କର ଅତୁଟ ସଂକଳ୍ପ ଓ କଠିନ ପରିଶ୍ରମର ପ୍ରମାଣ। ସେ ଆହୁରି ଉନ୍ନତ ହୁଅନ୍ତୁ ଏବଂ ତାଙ୍କ ସଫଳତା ଦ୍ୱାରା ଆହୁରି ଅନେକଙ୍କୁ ପ୍ରେରଣା ଦିଅନ୍ତୁ!
BS