ପୋଷ୍ଟ କରାଯିବା ଦିନାଙ୍କ:
26 OCT 2023 11:26AM by PIB Bhubaneswar
ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୧୦୦ ମିଟର ଟି-୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଶ୍ରେୟାଂଶ ତ୍ରିବେଦୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ପୁରୁଷ ୧୦୦ ମିଟର ଟି-୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ଶ୍ରେୟାଂଶ ତ୍ରିବେଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଏହା ଏକ ଚମତ୍କାର ସଫଳତା । ସେ ନୂଆ ଉଚ୍ଚତା ଛୁଇଁବାକୁ ଯାତ୍ରା ଜାରି ରଖନ୍ତୁ ।’
SR