ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୧୦୦ ମିଟର ଟି-୩୭ ପ୍ରତିଯୋଗିତାରେ ଶ୍ରେୟାଂଶ ତ୍ରିବେଦୀଙ୍କ ଦ୍ୱାରା ବ୍ରୋଞ୍ଜ ପଦକ ହାସଲରେ ପ୍ରଧାନମନ୍ତ୍ରୀଙ୍କ ଖୁସି

Posted On: 26 OCT 2023 11:26AM by PIB Bhubaneshwar

ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୧୦୦ ମିଟର ଟି-୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଶ୍ରେୟାଂଶ ତ୍ରିବେଦୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ପୁରୁଷ ୧୦୦ ମିଟର ଟି-୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ଶ୍ରେୟାଂଶ ତ୍ରିବେଦୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଏହା ଏକ ଚମତ୍କାର ସଫଳତା । ସେ ନୂଆ ଉଚ୍ଚତା ଛୁଇଁବାକୁ ଯାତ୍ରା ଜାରି ରଖନ୍ତୁ ।’

SR



(Release ID: 1971798) Visitor Counter : 60