ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆନ୍ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍ ରେ ରୌପ୍ୟ ପଦକ ଜିତିଥିବା ସୋମନ ରାଣାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 OCT 2023 9:39PM by PIB Bhubaneshwar

ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ସଟ୍ ପୁଟ୍ ଏଫ୍ -୫୬/୫୭ ବର୍ଗରେ ରୌପ୍ୟ ପଦକ ଜିତିଥିବା ସୋମନ ରାଣାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟର ରେ ପୋଷ୍ଟ କରିଛନ୍ତି:

ପୁରୁଷ ସଟ୍ ପୁଟ୍ ଏଫ୍-୫୬/୫୭ ବର୍ଗରେ ସୋମନ ରାଣାଙ୍କ ଚମତ୍କାର ରୌପ୍ୟ ପଦକ ଆମକୁ ଏସୀୟ ପାରା ଗେମ୍ସରେ ଉତ୍ସବ ପାଳନ କରିବାର ଏକ ଅବସର ପ୍ରଦାନ କରିଛି। ତାଙ୍କୁ ଅନେକ ଅନେକ ଅଭିନନ୍ଦନ

 

BS

 



(Release ID: 1971645) Visitor Counter : 78