ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ କ୍ରିକେଟର ଶ୍ରୀ ବିଶନ ସିଂ ବେଦୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 23 OCT 2023 5:21PM by PIB Bhubaneshwar

ବିଶିଷ୍ଟ କ୍ରିକେଟର ଶ୍ରୀ ବିଶନ ସିଂ ବେଦୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ବିଶିଷ୍ଟ କ୍ରିକେଟର ଶ୍ରୀ ବିଶନ ସିଂ ବେଦୀଙ୍କ ପରଲୋକରେ ଦୁଃଖିତ । ଖେଳ ପ୍ରତି ତାଙ୍କ ଅତୁଟ ଆଗ୍ରହ ଥିଲା ଏବଂ ତାଙ୍କର ଆଦର୍ଶ ବୋଲିଂ ଭାରତକୁ ଅନେକ ସ୍ମରଣୀୟ ବିଜୟ ଦେଇଥିଲା । ସେ ଭବିଷ୍ୟତ ପିଢ଼ିର କ୍ରିକେଟରଙ୍କୁ ପ୍ରେରଣା ଦେବା ଜାରି ରଖିବେ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି ।’

 

SR


(रिलीज़ आईडी: 1970381) आगंतुक पटल : 78
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam