ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁଲିସ ସ୍ମୃତି ଦିବସରେ ପୁଲିସ କର୍ମୀଙ୍କ ନିରନ୍ତର ନିଷ୍ଠାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
21 OCT 2023 8:22AM by PIB Bhubaneswar
ଆଜି ପୁଲିସ ସ୍ମୃତି ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀପୁଲିସ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଏକ୍ସରେ ଶ୍ରୀ ନରେନ୍ଦ୍ର ମୋଦୀ ପୋଷ୍ଟ କରିଛନ୍ତି:
‘ପୁଲିସ ସ୍ମୃତି ଦିବସରେ ଆମେ ଆମ ପୁଲିସ କର୍ମଚାରୀଙ୍କ ନିରନ୍ତରନିଷ୍ଠାକୁ ପ୍ରଶଂସା କରୁଛୁ । ସେମାନେ ମହାନ ସମର୍ଥନର ସ୍ତମ୍ଭ, ଆହ୍ୱାନ ଭିତରେ ବି ନାଗରିକଙ୍କ ମାର୍ଗଦର୍ଶନ କରିଥାନ୍ତି ଏବଂ ସୁରକ୍ଷାସୁନିଶ୍ଚିତ କରିଥାନ୍ତି । ସେବା ପ୍ରତି ସେମାନଙ୍କ ଅତୁଟ ପ୍ରତିବଦ୍ଧତାବୀରତ୍ୱର ପ୍ରତୀକ । ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତକର୍ମଚାରୀଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ।’
SR
(ରିଲିଜ ଆଡି: 1969753)
ପରିଦର୍ଶକ କାଉଣ୍ଟର : 103
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam