ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କୁ ତାଙ୍କ ୧୦୦ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
20 OCT 2023 10:02PM by PIB Bhubaneshwar
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କୁ ତାଙ୍କ୧୦୦ତମ ଜନ୍ମଦିନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଶୁଭେଚ୍ଛା ଜଣାଇଛନ୍ତି ।
ଦଶନ୍ଧି ଧରି କେରଳବାସୀଙ୍କ ସେବା କରିଥିବାରୁ ଅଚ୍ୟୁତାନନ୍ଦନଙ୍କୁସେ ପ୍ରଶଂସା କରିଛନ୍ତି ଏବଂ ତାଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନାକରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କୁ ତାଙ୍କ୧୦୦ତମ ଜନ୍ମଦିନରେ ଶୁଭେଚ୍ଛା । ସେ ଦଶନ୍ଧି ଧରି କେରଳଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ହୋଇଥିବାକଥାବାର୍ତ୍ତା ମୁଁ ମନେ ରଖିଛି, ବିଶେଷକରି ଯେତେବେଳେ ଆମେଦୁହେଁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲୁ । ସେ ଏକ ଦୀର୍ଘ ଏବଂସୁସ୍ଥ ଜୀବନ ବଞ୍ଚନ୍ତୁ ।’
SR
(Release ID: 1969751)
Visitor Counter : 110
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam