ପୋଷ୍ଟ କରାଯିବା ଦିନାଙ୍କ:
16 OCT 2023 8:31PM by PIB Bhubaneswar
ଆୟୁଷ୍ମାନ ଭବ ଅଭିଯାନରେ ୮୦,୦୦୦ରୁ ଅଧିକ ଲୋକ ନିଜ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଅଙ୍ଗଦାନ ଅଭିଯାନର ସଫଳତାକୁ ପ୍ରଶଂସା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏହି ଉଦ୍ୟମକ ବିପୁଳ ପ୍ରତିକ୍ରିୟା ମିଳିଥିବାରୁ ବେଶ୍ ଆନନ୍ଦିତ! ଏହ ବାସ୍ତବରେ ଜୀବନ ରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ । ଭବିଷ୍ୟତରେ ଅଧିକରୁ ଅଧିକ ଲୋକ ଏହି ମହାନ୍ କାର୍ଯ୍ୟରେ ଯୋଗଦାନ କରିବେ ବୋଲି ଆଶା ।’
SR