ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମା’ଚନ୍ଦ୍ରଘଣ୍ଟାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

प्रविष्टि तिथि: 17 OCT 2023 8:49AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେବୀ ଚନ୍ଦ୍ରଘଣ୍ଟାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

 

ଦେଶର ନାଗରିକଙ୍କ ପାଇଁ ଖ୍ୟାତି ଏବଂ ଗୌରବକୁ ନିରନ୍ତର ବୃଦ୍ଧି ଲାଗି ସେ ମା’ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ।

 

ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନା(ସ୍ତୁତି) ପାଠକୁ ମଧ୍ୟ ସେୟାର କରିଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ସାହସ ଏବଂ ଶୌର୍ଯ୍ୟର ପ୍ରତୀକ ମା’ଚନ୍ଦ୍ରଘଣ୍ଟାଙ୍କୁ ବାରମ୍ବାର ପ୍ରଣାମ! ମା’ଙ୍କ ଆଶୀର୍ବାଦରେ ଦେଶବାସୀଙ୍କ ଖ୍ୟାତି ଏବଂ ଗୌରବ ନିରନ୍ତର ଭାବେ ବୃଦ୍ଧି ପାଇବ ବୋଲି ମୋର କାମନା ।’

 

 

SR


(रिलीज़ आईडी: 1968596) आगंतुक पटल : 116
इस विज्ञप्ति को इन भाषाओं में पढ़ें: Assamese , English , Urdu , हिन्दी , Marathi , Manipuri , Bengali , Bengali-TR , Punjabi , Gujarati , Tamil , Telugu , Kannada , Malayalam