ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଭିଁଙ୍କ ପାଇଁ ମା’ ବ୍ରହ୍ମଚାରିଣୀଙ୍କୁ ଆଶୀର୍ବାଦ ଭିକ୍ଷା କଲେ ପ୍ରଧାନମନ୍ତ୍ରୀ

Posted On: 16 OCT 2023 9:00AM by PIB Bhubaneshwar

ଦେଶର ସମସ୍ତ ନାଗରିକଙ୍କୁ ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହେବାକୁ ସାହସ ଓ ଶକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା’ ବ୍ରହ୍ମଚାରିଣୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଶ୍ରୀ ମୋଦୀ ଦେବୀଙ୍କ ପ୍ରାର୍ଥନୀ (ସ୍ତୁତି) ମଧ୍ୟ ସେୟାର କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଏ । ଦେଶର ମୋ ପରିବାରଜନଙ୍କୁ ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଶକ୍ତି ଏବଂ ସାହସ ପ୍ରଦାନ କରିବା ଲାଗି ମା’ଙ୍କ ନିକଟରେ ପ୍ରାର୍ଥନା କରିଛି ।’

 

SR



(Release ID: 1968017) Visitor Counter : 73