ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଭାରତୀୟ ସଂସ୍କୃତ ବିଦ୍ୱାନ ତଥା ନାଦିଆଦ୍ ବ୍ରହ୍ମର୍ଶୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଦହ୍ୟଭାଇ ଶାସ୍ତ୍ରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 10 OCT 2023 6:43PM by PIB Bhubaneswar

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଭାରତୀୟ ସଂସ୍କୃତ ବିଦ୍ୱାନ ତଥା ନାଦିଆଦ୍ ବ୍ରହ୍ମର୍ଶୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଦହ୍ୟଭାଇ ଶାସ୍ତ୍ରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଭାରତୀୟ ସଂସ୍କୃତ ବିଦ୍ୱାନ ତଥା ନାଦିଆଦ୍ ବ୍ରହ୍ମର୍ଶୀ ସଂସ୍କୃତ ମହାବିଦ୍ୟାଳୟର ପ୍ରତିଷ୍ଠାତା ଦହ୍ୟଭାଇ ଶାସ୍ତ୍ରୀଙ୍କ ମୃତ୍ୟୁ ଖବର ଦୁଃଖଦାୟକ । ସେ ସାରା ଜୀବନ ସଂସ୍କୃତ ଭାଷାର ଶିକ୍ଷା ଏବଂ ପ୍ରସାର ପାଇଁ କାମ କରିଥିଲେ ।

 

ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦିଅନ୍ତୁ । ଓମ୍ ଶାନ୍ତି ।’

 

 

SR


(ରିଲିଜ ଆଡି: 1966521) ପରିଦର୍ଶକ କାଉଣ୍ଟର : 138