ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜରାଏଲରେ ଆତଙ୍କବାଦୀଙ୍କ ଆକ୍ରମଣ ଖବର ଉପରେ ଦୁଃଖ ପ୍ରକାଶ କରିଛନ୍ତି
प्रविष्टि तिथि:
07 OCT 2023 5:27PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଜରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏହି କଠିନ ସମୟରେ ଇଜରାଏଲ୍ ସହିତ ସମ୍ପୂର୍ଣ୍ଣ ଭାବରେ ରହିଛି। ସେ କହିଛନ୍ତି ଯେ ନିର୍ଦ୍ଦେଷ ପୀଡ଼ିତ ଓ ତାଙ୍କର ପରିବାର ପ୍ରତି ମୁଁ ସମବେଦନ ଜଣାଉଛି।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି :
‘‘ଇଜରାଏଲରେ ଆତଙ୍କବାଦୀ ଆକ୍ରମଣ ଖବର ଉପରେ ମୋତେ ଗଭୀର ଦୁଃଖ ହୋଇଛି। ଆମର ସମବେଦନା ଏବଂ ପ୍ରାର୍ଥନା ନିର୍ଦ୍ଦୋଷ ପୀଡ଼ିତ ଏବଂ ତାଙ୍କ ପରିବାର ସହିତ ରହିଛି। ଆମେ ଏହି କଠିନ ସମୟରେ ଇଜରାଏଲ୍ ସହିତ ସମ୍ପୂର୍ଣ୍ଣ ଭାବରେ ରହିଛୁ।’’
BS
(रिलीज़ आईडी: 1965690)
आगंतुक पटल : 175
इस विज्ञप्ति को इन भाषाओं में पढ़ें:
Kannada
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam