ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ କବାଡ଼ି ମହିଳା ଟିମ୍ ଦ୍ୱାରା ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2023 8:42AM by PIB Bhubaneswar

ଏସୀୟ କ୍ରୀଡ଼ାରେ ଏସୀୟ କ୍ରୀଡ଼ାରେ କବାଡ଼ି ମହିଳା ଟିମ୍ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଏହା ଐତିହାସିକ ମୁହୂର୍ତ୍ତ । ଆମର କବାଡ଼ି ମହିଳା ଟିମ୍ ସ୍ୱର୍ଣ୍ଣ ଜିତିଛନ୍ତି । ଏହି ବିଜୟ ଆମ ମହିଳା ଆଥଲେଟମାନଙ୍କ ଅଦମ୍ୟ ଉତ୍ସାହର ପ୍ରମାଣ । ଭାରତ ଏହି ସଫଳତା ପାଇଁ ଗର୍ବିତ । ଟିମକୁ ଶୁଭେଚ୍ଛା । ସେମାନଙ୍କ ଭବିଷ୍ୟତର ପ୍ରୟାସ ପାଇଁ ମୋର ଶୁଭକାମନା ।’

 

SR


(ରିଲିଜ ଆଡି: 1965631) ପରିଦର୍ଶକ କାଉଣ୍ଟର : 122