ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା କୁସ୍ତି ୬୨ କେଜି ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ସୋନମ ମଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2023 6:19PM by PIB Bhubaneswar

ଏସୀୟ କ୍ରୀଡ଼ାରେ ମହିଳା କୁସ୍ତି ୬୨ କେଜି ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ସୋନମ ମଲିକଙ୍କୁୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ମହିଳା କୁସ୍ତି ୬୨ କେଜି ଫ୍ରିଷ୍ଟାଇଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ସୋନମ ମଲିକଙ୍କୁ ଅଭିନନ୍ଦନ । ଏହା ତାଙ୍କର ଚମତ୍କାର ବିଜୟ ଯାହା କି ଉତ୍ସାହ, ନିଷ୍ଠା ଦ୍ୱାରା ହାସଲ ହୋଇପାରିଛି । ତାଙ୍କ ଭବିଷ୍ୟତର ପ୍ରୟାସ ପାଇଁ ମୋର ଶୁଭେଚ୍ଛା ।’

 

SR


(ରିଲିଜ ଆଡି: 1965370) ପରିଦର୍ଶକ କାଉଣ୍ଟର : 123