ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହିଳା ବକ୍ସରଙ୍କ 57 କିଲୋଗ୍ରାମ ଭାର ବର୍ଗର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ବକ୍ସର ପରବୀନ ହୁଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 OCT 2023 7:17PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ୍ ଗେମ୍ ରେ ମହିଳା ବକ୍ସରଙ୍କ 57 କିଲୋଗ୍ରାମ ଭାର ବର୍ଗର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ବକ୍ସର ପରବୀନ ହୁଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ଟ୍ବିଟ୍ କରିଛନ୍ତି :
‘‘ବକ୍ସିଂରେ ଆଉ ଏକ ପଦକ…
ମହିଳା ବକ୍ସରଙ୍କ 57 କିଲୋଗ୍ରାମ ଭାର ବର୍ଗର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ @ ବକ୍ସର ହୁଡ଼ାଙ୍କୁ ଅଭିନନ୍ଦନ। ଏହି ପଦକ ତାଙ୍କର କଠିନ ପରିଶ୍ରମର ପ୍ରମାଣ ଅଟେ।
ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଶୁଭ କାମନା।
BS
(ରିଲିଜ ଆଡି: 1964613)
ପରିଦର୍ଶକ କାଉଣ୍ଟର : 141
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam