ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଛତିଶଗଡ଼ର ବସ୍ତରରେ ମା ଦନ୍ତେଶ୍ବରୀ ମନ୍ଦିରରେ ଦର୍ଶନ କରି ପୂଜା-ଅର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 03 OCT 2023 3:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ବସ୍ତରରେ ଦନ୍ତେଶ୍ବରୀ ମନ୍ଦିରରେ ଦର୍ଶନ କରି ପୂଜା ଅର୍ଚ୍ଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ଏକ ବାର୍ତ୍ତାରେ କହିଛନ୍ତି :

‘‘ବସ୍ତରରେ ମା ଦନ୍ତେଶ୍ବରୀଙ୍କ ପୂଜା ଅର୍ଚ୍ଚନା କରି ତାଙ୍କର ଆଶୀର୍ବାଦ ଗ୍ରହଣ କଲି। ତାଙ୍କ ନିକଟରେ ଛତିଶଗଡ଼ର ସମସ୍ତ ପରିବାରଙ୍କ ଉନ୍ନତି ଏବଂ ସୁଖ ସମୃଦ୍ଧିର କାମନା କରିଛି।’’

BS



(Release ID: 1964232) Visitor Counter : 84