ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ମହିଳା ଟେବୁଲ ଟେନିସ୍ ଡବଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଅହିକା ମୁଖାର୍ଜୀ ଏବଂ ସୂତୀର୍ଥା ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 02 OCT 2023 9:28PM by PIB Bhubaneswar

ଏସୀୟ କ୍ରୀଡ଼ାରେ ମହିଳା ଟେବୁଲ ଟେନିସ୍ ଡବଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ଅହିକା ମୁଖାର୍ଜୀ ଏବଂ ସୂତୀର୍ଥା ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଏସୀୟ କ୍ରୀଡ଼ାରେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ପଦକ ଅଟେ ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ବ୍ରୋଞ୍ଜ ପଦକ ଜିତିବା ପାଇଁ ଅହିକା ମୁଖାର୍ଜୀ ଏବଂ ସୂତୀର୍ଥା ମୁଖାର୍ଜୀଙ୍କୁ ଅଭିନନ୍ଦନ । ଏହା ସ୍ୱତନ୍ତ୍ର ବିଜୟ କାରଣ ଏସୀୟ କ୍ରୀଡ଼ାରେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଭାରତର ଏହା ପ୍ରଥମ ପଦକ । ସେମାନଙ୍କ ନିଷ୍ଠା, ଦକ୍ଷତା ଏବଂ ଦଳଗତ କାର୍ଯ୍ୟ ଉଦାହରଣ ସୃଷ୍ଟି କରିଛି ।’

 

SR


(ରିଲିଜ ଆଡି: 1964069) ପରିଦର୍ଶକ କାଉଣ୍ଟର : 125