ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ମହିଳା ଟେବୁଲ ଟେନିସ୍ ଡବଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଅହିକା ମୁଖାର୍ଜୀ ଏବଂ ସୂତୀର୍ଥା ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 02 OCT 2023 9:28PM by PIB Bhubaneshwar

ଏସୀୟ କ୍ରୀଡ଼ାରେ ମହିଳା ଟେବୁଲ ଟେନିସ୍ ଡବଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିôବା ଅହିକା ମୁଖାର୍ଜୀ ଏବଂ ସୂତୀର୍ଥା ମୁଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ଏସୀୟ କ୍ରୀଡ଼ାରେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ପଦକ ଅଟେ

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

ବ୍ରୋଞ୍ଜ ପଦକ ଜିତିବା ପାଇଁ ଅହିକା ମୁଖାର୍ଜୀ ଏବଂ ସୂତୀର୍ଥା ମୁଖାର୍ଜୀଙ୍କୁ ଅଭିନନ୍ଦନ ଏହା ସ୍ୱତନ୍ତ୍ର ବିଜୟ କାରଣ ଏସୀୟ କ୍ରୀଡ଼ାରେ ମହିଳା ଡବଲ୍ସ ପ୍ରତିଯୋଗିତାରେ ଭାରତର ଏହା ପ୍ରଥମ ପଦକ ସେମାନଙ୍କ ନିଷ୍ଠା, ଦକ୍ଷତା ଏବଂ ଦଳଗତ କାର୍ଯ୍ୟ ଉଦାହରଣ ସୃଷ୍ଟି କରିଛି

 

SR


(रिलीज़ आईडी: 1964069) आगंतुक पटल : 102
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam