ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ପୁରୁଷ ବ୍ୟାଡମିଣ୍ଟନ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 01 OCT 2023 8:44PM by PIB Bhubaneswar

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିôବା ପୁରୁଷ ବ୍ୟାଡମିଣ୍ଟନ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ସେମାନଙ୍କ ଅତୁଳନୀୟ ଦଳଗତ ପ୍ରଦର୍ଶନ, ଦକ୍ଷତା ଓ ନିଷ୍ଠାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି ଯେ, ସେମାନେ ଦେଶକୁ ଗର୍ବିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ପୁରୁଷ ବ୍ୟାଡମିଣ୍ଟନ ଟିମକୁ ଅଭିନନ୍ଦନ ।

ସେମାନଙ୍କ ଅଦ୍ଭୂତ ଟିମୱର୍କ, ଦକ୍ଷତା ଏବଂ ନିଷ୍ଠା ଦେଶକୁ ଗର୍ବିତ କରିଛି ।’

SR


(ରିଲିଜ ଆଡି: 1964065) ପରିଦର୍ଶକ କାଉଣ୍ଟର : 132