ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରୌପ୍ୟ ପଦକ ଜିତିଥିବା ମହିଳା ଟ୍ରାପ୍ ଟିମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
01 OCT 2023 8:19PM by PIB Bhubaneswar
ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ମହିଳା ଟ୍ରାପ୍ ଟିମର ମନିଷା କିର, ପ୍ରୀତି ରଜକ ଏବଂ ରାଜେଶ୍ୱରୀ କୁମାରୀଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ଆମ ମହିଳା ଟ୍ରାପ୍ ଟିମର ଦକ୍ଷତା ଏବଂ କୌଶଳର ଏକ ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛି! ଅସାଧାରଣ ପ୍ରଦର୍ଶନ ପାଇଁ ମନିଷା କିର, ପ୍ରୀତି ରଜକ ଏବଂ ରାଜେଶ୍ୱରୀ କୁମାରୀଙ୍କୁ ଅଭିନନ୍ଦନ ।’
SR
(ରିଲିଜ ଆଡି: 1963986)
ପରିଦର୍ଶକ କାଉଣ୍ଟର : 117
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam