ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୧୫୦୦ ମିଟର ଫାଇନାଲରେ ଅଜୟ କୁମାର ସରୋଜଙ୍କ ଦ୍ୱାରା ରୌପ୍ୟ ପଦକ ହାସଲକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି

प्रविष्टि तिथि: 01 OCT 2023 8:33PM by PIB Bhubaneswar

ହାଙ୍ଗଝୌରେ ଚାଲିଥିôବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୧୫୦୦ ମିଟର ଫାଇନାଲରେ ଅଜୟ କୁମାର ସରୋଜ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଏକ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା!

 

ଅଜୟ କୁମାର ସରୋଜ ଏସୀୟ କ୍ରୀଡ଼ା ପୁରୁଷ ୧୫୦୦ ମିଟର ଫାଇନାଲରେ ରୌପ୍ୟ ଜିତିଥିବାରୁ ଆନନ୍ଦିତ

 

ଉତ୍କୃଷ୍ଟତା ପ୍ରତି ତାଙ୍କ ପ୍ରତିବଦ୍ଧତା ଭାରତୀୟ ଆଥଲେଟଙ୍କ ପାଇଁ ଏକ ଗୌରବମୟ ଅଧ୍ୟାୟ ଲେଖିଛି ।’

 

SR


(रिलीज़ आईडी: 1963974) आगंतुक पटल : 114
इस विज्ञप्ति को इन भाषाओं में पढ़ें: Kannada , Tamil , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Telugu , Malayalam