ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡାରେ ଘୋଡାସବାରୀ ଡେସେଜ୍ ବ୍ୟକ୍ତିଗତ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଅନୁଷ୍ ଅଗ୍ରୱାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି
प्रविष्टि तिथि:
28 SEP 2023 6:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁଷ୍ ଅଗ୍ରୱାଲାଙ୍କୁ ଏସୀୟ କ୍ରୀଡାରେ ଘୋଡାସବାରୀ ଡେସେଜ୍ ବ୍ୟକ୍ତିଗତ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ X ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏସୀୟ କ୍ରୀଡାରେ ଘୋଡାସବାରୀ ଡେସେଜ୍ ବ୍ୟକ୍ତିଗତ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଆଣିଥିବାରୁ ଅନୁଷ୍ ଅଗ୍ରୱାଲାଙ୍କୁ ଅଭିନନ୍ଦନ । ତାଙ୍କର ଦକ୍ଷତା ଏବଂ ନିଷ୍ଠା ପ୍ରଶଂସନୀୟ । ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା । ”
****
SSP
(रिलीज़ आईडी: 1963737)
आगंतुक पटल : 119
इस विज्ञप्ति को इन भाषाओं में पढ़ें:
Malayalam
,
Kannada
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu