ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜସ୍ଥାନର ଚିତ୍ତୋରଗଡ଼ର ସାନୱାରିଆ ସେଠ୍ ମନ୍ଦିରରେ ପ୍ରଧାନମନ୍ତ୍ରୀ ଦର୍ଶନ ଓ ପୂଜା କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
02 OCT 2023 4:33PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଚିତ୍ତୋରଗଡ଼ର ସାନୱାରିଆ ସେଠ୍ ମନ୍ଦିରରେ ଦର୍ଶନ ଓ ପୂଜା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଚିତ୍ତୋରଗଡ଼ର ଐତିହାସିକ ଶ୍ରୀ ସାନୱାରିଆ ସେଠ୍ ମନ୍ଦିର ଦର୍ଶନ କରି ପୂଜା କରିବା ପରେ ମୁଁ ଅତ୍ୟନ୍ତ ଅଭିଭୂତ । ଏଠାରେ ମୁଁ ରାଜସ୍ଥାନର ପରିବାର ସଦସ୍ୟଙ୍କ ସୁଖ ଏବଂ ସମୃଦ୍ଧି ପାଇଁ କାମନା କରିଛି ।’
SR
(ରିଲିଜ ଆଡି: 1963511)
ପରିଦର୍ଶକ କାଉଣ୍ଟର : 162
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam