ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱକର୍ମା ଜୟନ୍ତୀ ଅବସରରେ ଭଗବାନ ବିଶ୍ୱକର୍ମାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2023 8:14PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଭଗବାନ ବିଶ୍ୱକର୍ମାଙ୍କୁ ପ୍ରାର୍ଥନା କରିଛନ୍ତି

 

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

ଭଗବାନ ବିଶ୍ୱକର୍ମାଙ୍କୁ ପ୍ରଣାମ ତାଙ୍କ ଆଶୀର୍ବାଦ ଆମ ସମସ୍ତଙ୍କୁ ସମର୍ପଣ ଏବଂ ବୁଦ୍ଧିମତାର ସହ ବିଶ୍ୱକୁ ନୂଆ ରୂପ ଦେବା ପାଇଁ ପ୍ରେରିତ କରୁ

ତାଙ୍କ ଜୀବନୀ ଏବଂ କାର୍ଯ୍ୟ ଆସନ୍ତା ପିଢ଼ିକୁ ପ୍ରେରିତ କରିବ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଓମ୍ ଶାନ୍ତି

 

SR


(ରିଲିଜ ଆଡି: 1962846) ପରିଦର୍ଶକ କାଉଣ୍ଟର : 119