ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମିଲାଦ-ଉନ-ନବୀ ଉପଲକ୍ଷେ ଶୁଭକାମନା ଜଣାଇଲେ

प्रविष्टि तिथि: 28 SEP 2023 9:41AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଲାଦ-ଉନ-ନବୀ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ଏବଂ କହିଛନ୍ତି ଯେ ସମାଜରେ ଭାଇଚାରା ଏବଂ ଦୟାଶୀଳତାର ଭାବନା ସବୁବେଳେ ଆଗକୁ ବଢୁ ।

‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମିଲାଦ-ଉନ-ନବୀ ଉପଲକ୍ଷେ ଶୁଭେଚ୍ଛା । ସମାଜରେ ଭାଇଚାରା ଓ ଦୟାଶୀଳତାର ଭାବନା ସବୁବେଳେ ଆଗକୁ ବଢୁ । ମୋର କାମନା ଯେ ସମସ୍ତେ ଖୁସି ଓ ସୁସ୍ଥ ରୁହନ୍ତୁ । ଇଦ ମୁବାରକ!’’

 

SR


(रिलीज़ आईडी: 1961742) आगंतुक पटल : 155
इस विज्ञप्ति को इन भाषाओं में पढ़ें: Kannada , English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Malayalam