ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସୀୟ କ୍ରୀଡ଼ା ୨୦୨୨ରେ ଆରଏସ୍‌: ଏକ୍ସ ପୁରୁଷ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଇବାଦ୍ ଅଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 26 SEP 2023 4:20PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଲିଂରେ ଇବାଦ୍ ଅଲିଙ୍କ ଚମତ୍କାର ପ୍ରଦର୍ଶନର ପ୍ରଶଂସା କରିଛନ୍ତି ଏବଂ ହାଙ୍ଗଝୌରେ ଏସୀୟ କ୍ରୀଡ଼ା ୨୦୨୨ରେ ଆରଏସ:ଏକ୍ସ ପୁରୁଷ ପ୍ରତିଯୋଗିତାରେ ବ୍ରେଞ୍ଜ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ସେଲିଂରେ ଇବାଦ ଅଲିଙ୍କ ଚମତ୍କାର ପ୍ରଦର୍ଶନ ସେ ଏସୀୟ କ୍ରୀଡ଼ାରେ ଆରଏସ:ଏକ୍ସ ପୁରୁଷ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତି ଆମକୁ ଗୌରବାନ୍ୱିତ କରିଛନ୍ତି

ତାଙ୍କ ଉପଲବ୍ଧି ଦର୍ଶାଉଛି ଯେ ଆମ ଯୁବ ପ୍ରତିଭାମାନଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ତାଙ୍କୁ ମୋର ଶୁଭକାମନା

SR



(Release ID: 1961180) Visitor Counter : 50