ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ରୋଶ ହଶନାହ ଉପଲକ୍ଷେ ବିଶ୍ୱବ୍ୟାପୀ ଇହୁଦୀ ଲୋକମାନଙ୍କୁ ଶୁଭକାମନା ଜଣାଇଲେ
ପୋଷ୍ଟ କରାଯିବା ଦିନାଙ୍କ:
15 SEP 2023 2:47PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋଶ ହଶନାହ ଅବସରରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଇସ୍ରାଏଲର ବନ୍ଧୁତ୍ୱପୂର୍ଣ୍ଣ ଲୋକ ଏବଂ ବିଶ୍ୱବ୍ୟାପୀ ଇହୁଦୀ ସମୁଦାୟକୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ।
‘ଏକ୍ସ’ରେ ନିଜର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘‘ଶାନା ତୋୱା! ମୋର ମିତ୍ର ପ୍ରଧାନମନ୍ତ୍ରୀ ନେତନ୍ୟାହୁ, ଇସ୍ରାଏଲର ବନ୍ଧୁତ୍ୱପୂର୍ଣ୍ଣ ଲୋକ ଏବଂ ବିଶ୍ୱବ୍ୟାପୀ ଇହୁଦୀ ସମୁଦାୟକୁ ରୋଶ ହଶନାହ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ନୂଆ ବର୍ଷ ପ୍ରତ୍ୟେକ ଲୋକଙ୍କ ଜୀବନରେ ସୁସ୍ୱାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧି ଆଣି ଆସୁ ।’’
SR
(ରିଲିଜ ଆଡି: 1960541)
ପରିଦର୍ଶକ କାଉଣ୍ଟର : 152
ଏହି ରିଲିଜ ପଢନ୍ତୁ :
Kannada
,
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam