ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଏସିଆ କପ୍ ଜିତିବା ପାଇଁ ଭାରତୀୟ କ୍ରିକେଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 17 SEP 2023 9:10PM by PIB Bhubaneshwar

ଏସିଆ କପ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଏକ୍ସରେ ଶ୍ରୀ ମୋଦୀ ପୋଷ୍ଟ କରିଛନ୍ତି:

ଟିମ୍ ଇଣ୍ଡିଆ ବହୁତ ସୁନ୍ଦର ଖେଳିଲା!

ଏସିଆ କପ୍ ଜିତିବା ପାଇଁ ଅଭିନନ୍ଦନ ଆମ ଖେଳାଳିମାନେ ଟୁର୍ନାମେଣ୍ଟ ମାଧ୍ୟମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି

 

SR



(Release ID: 1958440) Visitor Counter : 94