ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 12 SEP 2023 8:48AM by PIB Bhubaneswar

ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାମାଜିକ ସଂସ୍କାର ଏବଂ ପଛୁଆ ବର୍ଗର ଲୋକଙ୍କ ଉତ୍ଥାନ ପାଇଁ ତାଙ୍କ  ଅବିରତ ଉଦ୍ୟମ ଆମକୁ ପ୍ରେରଣା ଦେଇଥାଏ ତାଙ୍କ ନିଃସ୍ୱାର୍ଥପରତା ଏବଂ ଏକତା ଭାବନା ଆଗକୁ ମଧ୍ୟ ମାନବକୁ ମାର୍ଗଦର୍ଶନ କରିବ

SR


(ରିଲିଜ ଆଡି: 1956494) ପରିଦର୍ଶକ କାଉଣ୍ଟର : 164